“ବହିଯାଉଥିବା ଜୀବନର ଧାରକୁ ସେ ଏକ ପାତ୍ରରୁ ପାଣି ଢାଳିବା ପରି ଧୀରେ ଧୀରେ ତାଙ୍କ ପ୍ରିୟ ସନ୍ତାନ ମୁକୁନ୍ଦଙ୍କ ଉପରେ ଅର୍ପଣ କରି ଚାଲିଥିଲେ। କିନ୍ତୁ ଏହା କେବଳ ପାଣି ଥିଲା କି? ନା… ନା, ତାଙ୍କ ହୃଦୟ ଏହା ବିଶ୍ୱାସ କରିବାକୁ ରାଜି ନଥିଲା। ଏହା କର୍ପୂର, ଚନ୍ଦନ, ଅଗରୁ ଏବଂ ଧୂପରେ ସୁବାସିତ ଜଳ ଥିଲା, ଯାହା ଚାରିଆଡେ ସୁଗନ୍ଧ ବିତରଣ କରୁଥିଲା।” ଏହିପରି ଭାବରେ ଭକ୍ତିର ଏକ ଗଭୀର ବ୍ୟକ୍ତିଗତ ଏବଂ […]

Lotus Diya
Chandan lagi seva(sandal wood)












